ଷଡ଼୍ରସ Shaṟḍ̠-rasa

  • ସଂ. ବି (ଷଟ୍+ରସ; ଦ୍ୱିଗୁ) — ଜିହ୍ୱାଦ୍ୱାରା ଆସ୍ୱାଦନୀୟ 6 ଟି ରସ ବା ସ୍ୱାଦ; ଛଡ଼ରସ — ଜିହ୍ୱାଦ୍ୱାରା ଆସ୍ୱାଦନୀୟ6ଟି ରସ ବା ସ୍ୱାଦ; ଛଡ଼ରସ—The six kinds of tastes of things
  • ସଂ. ବି (ଷଟ୍+ରସ; ଦ୍ୱିଗୁ) — [ଦ୍ର—ଯଥା— ଲବଣ ବା ଲୁଣିଆ, ଅମ୍ଳ ବା ଆମ୍ବିଳା, କଟୁ ବା ରାଗା, ମଧୁର ବା ମିଠା, ତିକ୍ତ ବା ପିତା, କଷାୟ ବା କଷା।]
  • ସଂ. ବିଣ — ଷଡ଼୍ରସଯୁକ୍ତ (ଖାଦ୍ୟ) — (food) Consisting of all the six different tastes
  • ସଂ. ବିଣ — (ଯଥା—ଷଡ଼୍ରସ ବ୍ୟଞ୍ଜନ)