ଷଡ଼୍ଗ୍ରନ୍ଥା Shaṟḍ̠-granthā
- ସଂ. ବି (ବୈଦ୍ଯକ) — ଶ୍ୱେତବଚା; ବଚ — Ṡweet flag; Aehorus Calamus
- ସଂ. ବି (ବୈଦ୍ଯକ) — ଶଟୀ; ପାଳୁଅ — A sort of Indian arrowroot
- ସଂ. ବି (ବୈଦ୍ଯକ) — ଏକ ପ୍ରକାର ଗନ୍ଧଶୁଣ୍ଠି — A sort of sweet scented root
- ସଂ. ବି (ବୈଦ୍ଯକ) — ମହାକରଞ୍ଜ; ବଡ଼ କରଞ୍ଜ ଗଛ — A tree; Pongamia Indica
- ସଂ. ବି (ବୈଦ୍ଯକ) — କରଞ୍ଜୀ; ଗିଲ ବା ବରିପୋଲ (କଣ୍ଟକୀ ଗୁଳ୍ମ) — A thorny plant; Cisalpina Bonducella