ଷଡ଼୍ଗୁଣ Shaṟḍ̠-guṇa
- ସଂ. ବିଣ. (ଷଟ୍+ଗୁଣ) — ଛଅ ଥର — Six times
- ସଂ. ବିଣ. (ଷଟ୍+ଗୁଣ) — ଛଅ ଗୁଣିଆ — Sixfold
- ସଂ. ବିଣ. (ଷଟ୍+ଗୁଣ) — ଛଅ ସଂଖ୍ୟା ଦ୍ୱାରା ଗୁଣିତ — Multiplied by the number six
- ସଂ. ବି — ଛଅ ଦ୍ୱାରା ଗୁଣିଲେ ଯେତେ ହେବ ତେତେ — As much as six times a quantity; which is six times as much as the original thing
- ସଂ. ବି — ଛଅଗୋଟି ରାଜଗୁଣ; ଯେଉଁ ଉପାୟ ଛଅଟି ରାଜାଙ୍କଦ୍ୱାରା ପାଳିତ ହେବା ଉଚିତ — Six expedients which a king should pursue in order to succeed
- ସଂ. ବି — (ଯଥା—ସନ୍ଧି, ବିଗ୍ରହ, ଯାନ, ଆସନ, ଦ୍ୱେଧ ଓ ଆଶ୍ରୟ)
- ସଂ. ବି — ମନୁଷ୍ୟର ଇଷ୍ଟ ଛଅଟି ଉତ୍ତମ ବା ବିଶିଷ୍ଟ ଗୁଣ — Six good qualities which a man should aspire for
- ସଂ. ବି — (ଯଥା—ଐଶ୍ୱର୍ଯ୍ୟ, ଜ୍ଞାନ, ଯଶଃ, ଶ୍ରୀ, ବୈରାଗ୍ୟ ଓ ଧର୍ମ—ବିଶ୍ୱକୋଷ)