ଷଡ଼୍ଗୁଣ ବଳି ଜାରିତ ସିଦ୍ଧ ମକରଧ୍ୱଜ Shaṟḍ̠-guṇa baḻi jārita siddha makara dhwaja
- ସଂ. ବି (ବୈଦ୍ଯକ)—(ଷଡ଼୍ ଗୁଣ=ଛଅଗୁଣ+ବଳି=ଗନ୍ଧକ ଦ୍ୱାରା ଜାରିତ ସିଦ୍ଧ ମକରଧ୍ୱଜ) — ପାରଦର ଛଅଗୁଣ ଗନ୍ଧକଦ୍ୱାରା ଜାରିତ ହୋଇ ପ୍ରସ୍ତୁତ ହୋଇଥିବା ମକରଧ୍ୱଜ ନାମକ ରସାୟନ — A very efficacious Ayurvedic preparation made by sublimating mercury with six times its quantity of sulphur pounded together