ଷଡ଼କ୍ଷର Shaṟḍ̠akshara

  • ସଂ. ବି. (ଷଟ୍+ଅକ୍ଷର) — 6 ଟି ଅକ୍ଷର — 6ଟି ଅକ୍ଷର—Six letters
  • ସଂ. ବିଣ — 6 ଟି ଅକ୍ଷର ବିଶିଷ୍ଟ — 6ଟି ଅକ୍ଷର ବିଶିଷ୍ଟ— Consisting of 6 letters