ଷଡ଼ ଅଇରି Shaṟḍ̠a airi

  • ଦେ. ବି (ସଂ. ଷଟ୍+ଅରି) ଷଡ଼୍ରିପୁ — Six passions
  • ଦେ. ବି (ସଂ. ଷଟ୍+ଅରି) [ଉ—ଷଡ଼ ଅଇରି ନ ଜିଣଇ, ସଙ୍ଗରୁ ବିମୁକ୍ତ ନୁହଇ। ଜଗନ୍ନାଥ— ଭାଗବତ।]