ଷଡକର୍ଣ୍ଣ Shaṟḍ̠ā karṇṇa
- ଦେ. ବିଣ (ସଂ. ଷଟ୍କର୍ଣ୍ଣ) — ଶ୍ରୋତା ଓ ବକ୍ତାଙ୍କ ଛଡ଼ା ତୃତୀୟ ବ୍ଯକ୍ତିର କାନକୁ ଯିବା (କୌଣସି ଗୁପ୍ତ ବିଷୟ ବା ରହସ୍ୟ) — Divulged to the ears of a third person (other than the original speaker and the hearer.)
- ଦେ. ବିଣ (ସଂ. ଷଟ୍କର୍ଣ୍ଣ) — ସାଧାରଣରେ ପ୍ରକଟୀକୃତ (ଗୁପ୍ତକଥା) — Divulged (secret)
- ଦେ. ବି — କୌଣସି ଗୁପ୍ତ ବିଷୟର ତୃତୀୟ ବା ଆଉ ଅଧିକ ବ୍ଯକ୍ତିଙ୍କ ନିକଟରେ ପ୍ରକାଶ ହେବା ଅବସ୍ଥା — The divulgence or leaking out of a secret
- ଦେ. ବି — (ଉ—ଷଡ଼ କାନ ମନ୍ତ୍ର ଭେଦ—ପ୍ରବଚନ)