ଷଟ୍ପ୍ରଜ୍ଞ Shaṭ-prajn̄a

  • ସଂ. ବି. ପୁଂ.—(ଷଟ୍+ପ୍ରଜ୍ଞା; ବହୁବ୍ରୀହି) — ଚାରି ପୁରୁଷାର୍ଥ (ଯଥା—ଧର୍ମ, ଅର୍ଥ, କାମ, ମୋକ୍ଷ) ଓ ଲୋକତତ୍ତ୍ୱ ବା ଲୋକାଚାର ଓ ତତ୍ୱଜ୍ଞାନ ଏହି ଛଅ ବିଷୟରେ ଅଭିଜ୍ଞ ବ୍ଯକ୍ତି — A person acquainted with the 4 objects of human pursuit (viz piety, riches, love, salvation), popular usage and metaphysical truth
  • ସଂ. ବି. ପୁଂ.—(ଷଟ୍+ପ୍ରଜ୍ଞା; ବହୁବ୍ରୀହି) — ବୌଦ୍ଧ — A Buddhist
  • ସଂ. ବି. ପୁଂ.—(ଷଟ୍+ପ୍ରଜ୍ଞା; ବହୁବ୍ରୀହି) — ଜାର ପୁରୁଷ — Paramour; gallant
  • ସଂ. ବି. ପୁଂ.—(ଷଟ୍+ପ୍ରଜ୍ଞା; ବହୁବ୍ରୀହି) — ଲମ୍ପଟ — Lecher; libertine
  • ସଂ. ବି. ପୁଂ.—(ଷଟ୍+ପ୍ରଜ୍ଞା; ବହୁବ୍ରୀହି) — କାମୁକ ବ୍ଯକ୍ତି — A lustful or licentious person; a lewd person