ଷଟ୍ପଦା Shaṭ-padā
- ସଂ. ବି (ଷଟ୍ପଦ+ଆ) — ଝିଣ୍ଟିକା — Grasshopper
- ସଂ. ବି (ଷଟ୍ପଦ+ଆ) — (ବୈଦ୍ଯକ) ମଲ୍ଲିଫୁଲ — Jasmine; Jasminum Sambac
- ସଂ. ବି (ଷଟ୍ପଦ+ଆ) — (ବୈଦ୍ଯକ) ବବୁର ଗଛ — The Acacia Arabica tree
- ସଂ. ବି (ଷଟ୍ପଦ+ଆ) — ମାଈ ଭ୍ରମର — A female black bee
- ସଂ. ବି (ଷଟ୍ପଦ+ଆ) — ଯକା; ଉକୁଣି; (ବିଶ୍ୱକୋଷ) — Louse