ଷଟ୍ପଦାତିଥି Shaṭ-padātithi

  • ସଂ. ବି—(ବହୁବ୍ରୀହି; ଷଟ୍ପଦ=ଭ୍ରମର ହୁଏ ଅତିଥି ଯାହାର) — ଆମ୍ର ବୃକ୍ଷ — Mango tree
  • ସଂ. ବି—(ବହୁବ୍ରୀହି; ଷଟ୍ପଦ=ଭ୍ରମର ହୁଏ ଅତିଥି ଯାହାର) — ଚମ୍ପକ ବୃକ୍ଷ — The Champaka tree