ଷଟ୍କର୍ଣ୍ଣ Shaṭ-karṇṇa

  • ସଂ. ବି (ସମାହାର ଦିଗୁ) — ଛଡ଼କାନ; 6 ଟି କାନ (ଅର୍ଥାତ୍ 3 ଜଣଙ୍କ କାନ) — ଛଡ଼କାନ;6ଟି କାନ (ଅର୍ଥାତ୍3ଜଣଙ୍କ କାନ)—The (six) ears of 3 persons
  • ସଂ. ବି (ସମାହାର ଦିଗୁ) — [ଦ୍ର—ଯେକୌଣସି ମନ୍ତ୍ରର ବା ଗୁପ୍ତ ବିଷୟର ବକ୍ତା ଓ ଶ୍ରୋତା ଏବଂ ଅନ୍ଯ 3 ୟ ବ୍ଯକ୍ତି ଏପରି 3 ଜଣଙ୍କର ଛଅଟି କାନ।] — [ଦ୍ର—ଯେକୌଣସି ମନ୍ତ୍ରର ବା ଗୁପ୍ତ ବିଷୟର ବକ୍ତା ଓ ଶ୍ରୋତା ଏବଂ ଅନ୍ଯ3ୟ ବ୍ଯକ୍ତି ଏପରି3ଜଣଙ୍କର ଛଅଟି କାନ]
  • ସଂ. ବିଣ (ବହୁବ୍ରୀହି) ଯେଉଁ ବିଷୟ ବକ୍ତା ଓ ଶ୍ରୋତା ଛଡ଼ା ଅନ୍ଯ ତୃତୀୟ ବ୍ଯକ୍ତିଙ୍କ କର୍ଣ୍ଣଗୋଚର ହୋଇଅଛି — Heard by a third man other than the speaker and the person spoken to, (a secret) told to more than one listener (Apte)
  • ସଂ. ବିଣ (ବହୁବ୍ରୀହି) [ଉ—ଶାସ୍ତ୍ରତ ଲେଖିଅଛି ଷଟକର୍ଣ୍ଣ ହେଲେ, ବିଚାର ଦାଣ୍ଡେ ପଡ଼ି ନାଶ ଯାଏ ଭଲେ—କୃଷ୍ଣସିଂହ—ମହାଭାରତ ସଭା।]