ଷଟଶକ୍ତି Ṡhaṭaṡakti
- ଦେ. ବି (ସଂ. ଷଟ୍+ଶକ୍ତି) — ବୈଷ୍ଣବ ସାହିତ୍ୟରେ ଶ୍ରୀକୃଷ୍ଣଙ୍କର ତଥା ରାଧିକାଙ୍କ ଶକ୍ତିରୂପ ଧାରିଣୀ ଛଅଟି ଦେବୀ — Six Deities supposed to have the Ṡakti of Bhishṇu and Rādhā (in the Baishnaba literature)
- ଦେ. ବି (ସଂ. ଷଟ୍+ଶକ୍ତି) — [ଉ—ଶ୍ରୀ ବୃନ୍ଦାବତୀ, ରଙ୍ଗଦେବୀ, ଶୁଭଦା, ପ୍ରିୟମ୍ବଦା ଦେବୀ, ରତ୍ନରେଖା, ନିତ୍ୟାଯୁବତୀ ଏ ଜାଣ ଅଟେ ଷଟ ଶକ୍ତି। ପ୍ରାଚୀ. ପୂର୍ଣ୍ଣତମଚନ୍ଦ୍ରୋଦୟ।]