ଶୟଳ Ṡayaḻa

  • ଦେ. ଗ୍ରା. (ପଦ୍ଯ) ବି. (ସଂ. ସଂସାର) — ପୃଥିବୀ; ସଂସାର — The earth; the world
  • ଦେ. ଗ୍ରା. (ପଦ୍ଯ) ବି. (ସଂ. ସଂସାର) — [ଉ—ସେ ବ୍ରହ୍ମଜ୍ଞାନ ପୂର୍ବକାଳେ, କେ ଆଣି ସଞ୍ଚିଲା ଶୟଳେ— ପ୍ରାଚୀ. ନିର୍ଗୁଣମାହାତ୍ମ।]
  • ଦେ. ଗ୍ରା. (ପଦ୍ଯ) ବି. (ସଂ. ସଂସାର) — (ସଂ. ଶୈଳ)— ଶୈଳ; ଶଇଳ — Mountain; rock
  • ଦେ. ଗ୍ରା. (ପଦ୍ଯ) ବି. (ସଂ. ସଂସାର) — [ଉ— ମଳୟ ଶୟଳବତ ଶୋଭା ସେ ଦଳ—ପ୍ରାଚୀ. ଶିଶୁଶଙ୍କର. ଉଷା ଅଭିଳାଷ।]