ଶୟନୀୟ Ṡayanīya

  • ସଂ. ବିଣ. (ଶୀ. ଧାତୁ+ଅଧିକରଣ. ଅନୀୟ) — ଶୟନୋପ— ଯୋଗୀ; ଶୋଇବା ପାଇଁ ଉପଯୁକ୍ତ (ଶଯ୍ଯା, ଗୃହ ଇତ୍ୟାଦି); ଯାହା ଉପରେ ବା ଯହିଁରେ ମନୁଷ୍ୟ ବା ଜୀବ ସ୍ୱଚ୍ଛନ୍ଦରେ ଶୋଇ ପାରେ — Fit to be slept in or on
  • ବି — ଶଯ୍ଯା; ବିଛଣା; ଶେଯ — Bed
  • ବି — ଶୟନ କରିବାର ସ୍ଥାନ — A place to sleep in
  • ବି — ପଲଙ୍କ; ଖଟ — Bedstead; couch