ଶୟନ ଯାତ୍ରା Ṡayana j̄ātrā

  • ଦେ. ବି — ବିଷ୍ଣୁ ବିଗ୍ରହଙ୍କର ବା ଜଗନ୍ନାଥ ମହାପ୍ରଭୁଙ୍କର ଗୋଟିଏ ଯାତ୍ରା; ଶୟନ ଏକାଦଶୀ (ଦେଖ) — Ṡayana ekādaṡī (See)
  • ଦେ. ବି — (ଯଥା—ଏମନ୍ତେ ଚତୁର୍ମାସ୍ୟା ହୋଇ, ଶୟନ ଯାତ୍ରା ସେ ଭିଆଇ—ଯଶୋବନ୍ତ ପ୍ରେମଭକ୍ତିଗୀତା।)
  • ଦେ. ବି — ମହାଦେବ ବା ଲିଙ୍ଗରାଜଙ୍କର ଗୋଟିଏ ଯାତ୍ରା; ଶୟନ ଚତୁର୍ଦ୍ଦଶୀ (ଦେଖ) — Ṡayana chaturddaṡī (See)
  • ଦେ. ବି — ରାମଚନ୍ଦ୍ର ବା ରଘୁନାଥ— ଙ୍କର ଗୋଟିଏ ଯାତ୍ରା; ଶୟନ ଦ୍ୱାଦଶୀ (ଦେଖ) — Ṡayana dwādaṡī (See)