ଶୟନ ଚତୁର୍ଦ୍ଦଶୀ Ṡayana chaturddaṡī
- ସଂ. ବି. — ଆଷାଢ଼ ଶୁକ୍ଲ ଚତୁର୍ଦ୍ଦଶୀ — The 14th day of the bright fortnight of Āshāṟḍ̠ẖa
- ସଂ. ବି. — [ଦ୍ର—ମହାଦେବ ଆଷାଢ଼ ଶୁକ୍ଲ ଚତୁର୍ଦ୍ଦଶୀଠାରୁ କାର୍ତ୍ତିକ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ନିଦ୍ରା— ଯାଆନ୍ତି। ଶିବଙ୍କର ପ୍ରିୟ ଦିବସ ଚତୁର୍ଦ୍ଦଶୀ ଦିନ ଶିବଙ୍କର ଉତ୍ସବମାନ (ଯଥା—ଶୟନ, ଉତ୍ଥାପନ) ହୁଏ ଓ ଏକାଦଶୀ ବିଷ୍ଣୁଙ୍କର ପ୍ରିୟ ଦିବସ ଥିବାରୁ ସେ ଦିନ ବିଷ୍ଣୁଙ୍କର ଉତ୍ସବ— ମାନ (ଯଥା—ଶୟନ, ପାର୍ଶ୍ୱ ପରିବର୍ତ୍ତନ, ଉତ୍ଥାପନ, ପ୍ରାବରଣ) ହୁଏ। ଏ ଦିନ ଭୁବନେଶ୍ୱରର ଲିଙ୍ଗରାଜଙ୍କର ଚତୁର୍ଦ୍ଦଶ ଯାତ୍ରା ମଧ୍ୟରୁ ଗୋଟିଏ ଯାତ୍ରା।]