ଶଢ଼ାଇ ବାଲିଆ Ṡaṟḍ̠ẖāi bāliā
- ଦେ. ବିଣ — ପୁରୀ ଜିଲ୍ଲାରେ ନଡ଼ିଆ ବେପାର କରୁଥିବା ଏକ ଶ୍ରେଣୀର ବ୍ରାହ୍ମଣ; [ଦ୍ର— ଶାସନୀ ବ୍ରାହ୍ମଣମାନଙ୍କ ଅପେକ୍ଷା ସମାଜରେ ଏମାନଙ୍କ ସ୍ଥାନ ନ୍ୟୁନ।] — A title of some Brāhmaṇa traders who trade in cocoanuts in the district of Puri, having settled there after removing from two villages of these names of the Cuttack district
- ଦେ. ବିଣ — [ଦ୍ର— ଏମାନଙ୍କର ଆଦିମ ନିବାସ ସ୍ଥାନ କଟକ ଜିଲ୍ଲାର ହରିହରପୁର ପ୍ରଗନ୍ନାର 'ଷଢ଼େଇ ଓ 'ବାଲିଆ' ନାମକ ଦୁଇଟି ଗ୍ରାମ। ଏ ଗ୍ରାମ ଦୁଇଟି କଟକ ସହରଠାରୁ 20 ମାଇଲ ଦୂରରେ ପୂର୍ବରେ ଅବସ୍ଥିତ। ଏବେ ମଧ୍ୟ ସେଠାରେ ଏହି ମହାଜନମାନଙ୍କର ପୂଜିତ ଇଷ୍ଟ ଦେବତା ଅଛନ୍ତି। ଏହି ମହାଜନମାନଙ୍କ ମଧ୍ୟରେ ସତ୍ୟବାଦୀର 'ଓତା' ବଂଶ ପ୍ରଧାନ ଅଟନ୍ତି।] — [ଦ୍ର— ଏମାନଙ୍କର ଆଦିମ ନିବାସ ସ୍ଥାନ କଟକ ଜିଲ୍ଲାର ହରିହରପୁର ପ୍ରଗନ୍ନାର 'ଷଢ଼େଇ ଓ 'ବାଲିଆ' ନାମକ ଦୁଇଟି ଗ୍ରାମ ଏ ଗ୍ରାମ ଦୁଇଟି କଟକ ସହରଠାରୁ20ମାଇଲ ଦୂରରେ ପୂର୍ବରେ ଅବସ୍ଥିତ ଏବେ ମଧ୍ୟ ସେଠାରେ ଏହି ମହାଜନମାନଙ୍କର ପୂଜିତ ଇଷ୍ଟ ଦେବତା ଅଛନ୍ତି ଏହି ମହାଜନମାନଙ୍କ ମଧ୍ୟରେ ସତ୍ୟବାଦୀର 'ଓତା' ବଂଶ ପ୍ରଧାନ ଅଟନ୍ତି]