ଶଢ଼ାଇ ଫୋଡ଼ିବା Ṡaṟḍ̠ẖāi phoṟḍ̠ibā

  • ଦେ. କ୍ରି. — ଅଣକ ପ୍ରସ୍ତୁତ କରିବା ନିମିତ୍ତ ବେଣ୍ଟ ଲଗାଇବା ପାଇଁ ମାଈ ଶଢ଼େଇରେ ଛିଦ୍ର କରିବା — To make a hole in a cocoanut shell to attach a handle for making a ladle or spoon