ଶଢ଼ାଇ ଝାଳ Ṡaṟḍ̠ẖāi jhāḻa
- ଦେ. ବି. — ଶଢ଼େଇ ଜଳୁଥିବା ଅବସ୍ଥାରେ ତା ଉପରେ ଗୋଟିଏ ଧାତୁ ପାତ୍ର ଉଗୁଡ଼ାଇ ଦେଲେ ସେ ଧାତୁ ପାତ୍ରର ଗାତ୍ରରେ ଲାଗି— ଯିବା କୃଷ୍ଣବର୍ଣ୍ଣ ସ୍ୱେଦ—[ଦ୍ର— ଏହା ଯାଦୁର ଔଷଧ ରୂପେ ବ୍ଯବହୃତ ହୁଏ) — Perspiration or black liquid deposit left on the inside of a metal pot upturned over a burning cocoanut-shell