ଶଡ଼ା ପଙ୍କ Ṡaṟḍ̠ā Paṅka

  • ଦେ. ବି — ଯେଉଁ ପଙ୍କରେ ପତ୍ର, ଗଛ ଓ ଫଳ ଆଦି ପଡ଼ି ଶଢ଼ି ଯାଇଅଛି — Slime or mud full of decomposed matter
  • ଦେ. ବି — ବହୁକାଳରୁ ଅପରିଷ୍କୃତ ଥିବା ନଳା ଆଦିର ଦୁର୍ଗନ୍ଧ ଓ କୀଟଯୁକ୍ତ ପଙ୍କ — Foul slime of long uncleansed cesspools and gutters