ଶ୍ୱୋବସୀୟସ Ṡwobasīyasa

  • ସଂ. ବିଣ— (ଶ୍ୱଃ= ଆଗାମୀ କାଲି+ବସୁ ମଙ୍ଗଳ+ଇୟସ୍ +ଅ) — ଭାବି- ଶୁଭଯୁକ୍ତ; ଆଗାମୀ କାଲି ଘଟିବା ଶୁଭଯୁକ୍ତ (ଘଟଣା) — Which is good and to happen in future
  • ବି — ଆଗାମୀ କାଲି ଘଟିବା ମଙ୍ଗଳ — Prosperity which will happen tomorrow
  • ବି — ଭବିଷ୍ୟତ୍ ଶୁଭ — Future bliss