ଶ୍ୱେତୌହୀ Ṡweta̲u̲hī

  • ସଂ. ବି. ସ୍ତ୍ରୀ—(ଶ୍ୱେତ ବାହ= ଇନ୍ଦ୍ର+ସ୍ତ୍ରୀ. ଈ; ନିପାତନ) — ଇନ୍ଦ୍ରାଣୀ; ଶଚୀ — The wife of Indra