ଶ୍ୱେତାଭ Ṡwetābha

  • ସଂ. ବିଣ— (ବହୁବ୍ରୀହି; ଶ୍ୱେତ+ଆଭା) — ଶ୍ୱେତବର୍ଣ୍ଣ ବିଶିଷ୍ଟ — 1. White
  • ସଂ. ବିଣ— (ବହୁବ୍ରୀହି; ଶ୍ୱେତ+ଆଭା) — ଈଷତ୍ ଶ୍ୱେତ — Whitish