ଶ୍ୱେତାପାମାର୍ଗ Ṡwetāpāmārga

  • ସଂ. ବି — ଧଳା ଅପମାରଙ୍ଗ ଗୁଳ୍ମ — The white variety of Achiranthes Aspera
  • ସଂ. ବି — [ଦ୍ର—ଶ୍ୱେତ, ରକ୍ତ ଓ କୃଷ୍ଣ ପୁଷ୍ପ ଭେଦରେ ଅପମାର୍ଗ ତିନି ପ୍ରକାର। ସବୁ ଅପମାର୍ଗର ଗୁଣ ସମାନ।]