ଶ୍ୱେତାଙ୍ଗ Ṡwetāṇga
- ସଂ. ବିଣ. ପୁଂ.—(ବହୁବ୍ରୀହି, ଶ୍ୱେତ+ଅଙ୍ଗ ଯାହାର) — ଶୁକ୍ଳ ଶରୀର ବିଶିଷ୍ଟ — White bodied
- ବି. —(କର୍ମଧା) ଶୁକ୍ଳ ଶରୀର; ସାଧାଚମଡ଼ା — White skin
- ବି. —(କର୍ମଧା) (ବହୁବ୍ରୀହି) ଶୁକ୍ଳ ଶରୀର ବିଶିଷ୍ଟ ବ୍ଯକ୍ତି — A person having a white body
- ବି. —(କର୍ମଧା) ଶ୍ୱେତ- ଦ୍ୱୀପବାସୀ ସାହେବ; ଗେରା ଚମଡ଼ା ବାଲା ବ୍ଯକ୍ତି — Inhabitant of Great Britain
- ବି. —(କର୍ମଧା) ଇଉରୋପୀୟ ବ୍ଯକ୍ତି — An European
- ବି. —(କର୍ମଧା) [ଉ— ସର୍ବତ୍ର ଶ୍ୱେତାଙ୍ଗେ ବିହରନ୍ତି ରଙ୍ଗେ। ରାଧାନାଥ, କବିତା।]