ଶ୍ୱେତମୂଳା Ṡwetamūḻā

  • ସଂ. ବି (ବହୁବ୍ରୀହି) — ଶ୍ୱେତ ପୁନର୍ନବା (ଦେଖ) — Ṡweta punarnabā (See)
  • ଦେ. ବି (କର୍ମଧା)—(ସଂ. ଶ୍ୱେତ ଓ ମୂଳକ) — ଧଳାମୂଳା; ସାଧାରଣ ମୂଳା — Radish (white)