ଶ୍ୱେତମାଳ Ṡwet māḻa

  • ସଂ. ବି (ଶ୍ୱେତ=ଶୁକ୍ଳ+ମାଳା; ବହୁବ୍ରୀହି) — ମେଘ — Cloud
  • ସଂ. ବି (ଶ୍ୱେତ=ଶୁକ୍ଳ+ମାଳା; ବହୁବ୍ରୀହି) — ଧୂମ — Smoke
  • ସଂ. ବି (ଶ୍ୱେତ=ଶୁକ୍ଳ+ମାଳା; ବହୁବ୍ରୀହି) — (ଦ୍ର—ମେଘ ଓ ଧୂଆଁ ଦୂରରୁ ଶ୍ୱେତମାଳାଯୁକ୍ତ ହେବା- ପରି ପ୍ରତୀୟମାନ ହେଉଥିବାରୁ ଏହି ନାମ ହୋଇଅଛି। ମନିଅର୍ ୱିଲିୟମ୍ସ ତାଙ୍କ ସଂସ୍କୃତ କୋଷରେ ଲେଖି ଅଛନ୍ତି ଯେ ଏହି ଶବ୍ଦ ସମ୍ଭବତଃ ଖତମାଳ (ମେଘ) ଶବ୍ଦର ଅଶୁଦ୍ଧ ଆକାର ଅଟେ।)