ଶ୍ୱେତବାଜୀ Ṡwetabājī
- ସଂ. ବି (ଶ୍ୱେତ+ବାଜୀନ୍ 1 ମା. 1 ବ; କର୍ମଧା) — ଧଳା ଘୋଡ଼ା — White horse
- ସଂ. ବି (ଶ୍ୱେତ+ବାଜୀନ୍ 1 ମା. 1 ବ; କର୍ମଧା) — (ବହୁବ୍ରୀହି; ଶ୍ୱେତବାଜୀ ଅଛି ଯାହାର)—ଚନ୍ଦ୍ର — The moon
- ସଂ. ବି (ଶ୍ୱେତ+ବାଜୀନ୍ 1 ମା. 1 ବ; କର୍ମଧା) — ଅର୍ଜ୍ଜୁନ; ମଧ୍ୟମ ପାଣ୍ଡବ — Arjuna