ଶ୍ୱେତପୁଷ୍ପା Ṡwetapushpā
- ସଂ. ବି (ବୈଦ୍ଯକ) — ଘୋଷାତକୀ; ଧଳା ତରଡ଼ା — Luffa Aegyptica
- ସଂ. ବି (ବୈଦ୍ଯକ) — ନାଗଦନ୍ତୀ— 1 (ଦେଖ) — Nāgadantī 1 (See)
- ସଂ. ବି (ବୈଦ୍ଯକ) — ଇନ୍ଦ୍ରବାରୁଣୀ; ମହାକାଳ (ଲତା ଓ ଫଳ) — Colo cynth
- ସଂ. ବି (ବୈଦ୍ଯକ) — ଶ୍ୱେତ ନିର୍ଗୁଣ୍ଡୀ — The white-flowered variety of Vitex Trifolia (tree)