ଶ୍ୱେତଚ୍ଛଦ Ṡwetachchhada
- ସଂ. ବି (ବହୁବ୍ରୀହି; ଶ୍ୱେତ+ଛଦ=ପକ୍ଷ ଯାହାର) — ଶ୍ୱେତ ଗରୁତ୍ (ଦେଖ) — Ṡweta garut (See)
- ସଂ. ବି (ବହୁବ୍ରୀହି; ଶ୍ୱେତ+ଛଦ=ପକ୍ଷ ଯାହାର) — ଶ୍ୱେତ ବର୍ବରକ (ଦେଖ) — Ṡweta barbaraka (See)
- ସଂ. ବିଣ. ପୁଂ. (ବହୁବ୍ରୀହି) — ଧଳା ପକ୍ଷ ବିଶିଷ୍ଟ — White feathered
- ସଂ. ବିଣ. ପୁଂ. (ବହୁବ୍ରୀହି) — ଧଳାପତ୍ର ବିଶିଷ୍ଟ — White leaved
- ସଂ. ବିଣ. ପୁଂ. (ବହୁବ୍ରୀହି) — ଧଳା ବଳ୍କଳ ବିଶିଷ୍ଟ — White barked