ଶ୍ୱେତକ Ṡwetaka

  • ସଂ. ବି (ଶ୍ୱେତ+କ) — ରଜତ; ରୂପା — Silver
  • ସଂ. ବି (ଶ୍ୱେତ+କ) — ବରାଟକ; କପର୍ଦ୍ଦକ; କଉଡ଼ି — Sea-shell formerly used as money