ଶ୍ୱେତ ସାର Ṡweta sāra

  • ସଂ. ବି—(ବହୁବ୍ରୀହି, ଶ୍ୱେତ ଅଟେ ସାର= ନିର୍ଯ୍ୟାସ ଯାହାର) — ଖଦିର ବୃକ୍ଷ — Catechu tree
  • ଦେ. ବି (ଆଧୁନିକ ବିଜ୍ଞାନ) — ଚାଉଳ, ଗହମ, ଯବ, ବିଲାତି ଆଳୁ ପ୍ରଭୃତି ମଧ୍ୟରେ ଥିବା ଶରୀରର ପୁଷ୍ଟିକର ଧଳା ସାରାଂଶ ବିଶେଷ — Starch