ଶ୍ୱେତ ଶରପୁଙ୍ଖ Ṡweta ṡarapuṅkha

  • ସଂ. ବି — ଶ୍ୱେତପୁଷ୍ପଯୁକ୍ତ ଶରପୁଙ୍ଖ ଗୁଳ୍ମ — A sort of white flowered wild Tephrosia plant
  • ସଂ. ବି — [ଦ୍ର—ଶ୍ୱେତ ଓ ପୀତ ଭେଦରେ ଶରପୁଙ୍ଖ ଦୁଇ ପ୍ରକାର; ଶ୍ୱେତଶରପୁଙ୍ଖ ପୀତ ଠାରୁ ଅଧିକ ଗୁଣଶାଳୀ; ଏହାର ଆକୃତି ନୀଳ ଗୁଳ୍ମ ସଦୃଶ। ଏହା କଟୁ, ଉଷ୍ଣବୀର୍ଯ୍ୟ, ପ୍ଳୀହା, କୃମି ଓ ବାତ ରୋଗରେ ଉପକାରୀ।]