ଶ୍ୱେତ ଲୋଧ୍ର Ṡweta lodhra

  • ସଂ. ବି (ବୈଦ୍ଯକ) — ଧଳା ଲୋଧ ଗଛ — White species of Symplocos Racemosa (tree)
  • ସଂ. ବି (ବୈଦ୍ଯକ) — (ଦ୍ର— ଏହା ରକ୍ତ ଲୋଧ୍ରର ଗୁଣବିଶିଷ୍ଟ।