ଶ୍ୱେତ ରକ୍ତ Ṡweta rakta

  • ସଂ. ବି (ଶ୍ୱେତ+ରକ୍ତ) — ଧଳା ଓ ନାଲି ମିଶା ବର୍ଣ୍ଣ; ପାଟଳ ବର୍ଣ୍ଣ; ଗୋଲାପୀ ରଙ୍ଗ; ଫକାନାଲି ରଙ୍ଗ — Rose colour
  • ବିଣ — ପାଟଳ; ଗୋଲାପୀ; ଫକ୍କା— ନାଲି — Rosy; rose coloured; pale pink