ଶ୍ୱେତ ମନ୍ଦାର Ṡweta mandāra
- ସଂ. ବି — ଧଳାଫୁଲ ଯୁକ୍ତ ମନ୍ଦାର ଗଛ; ଶ୍ୱେତ ଜବା — The white variety of Hibiscus; Rosa Sinensis
- ସଂ. ବି — [ଦ୍ର— ଶ୍ୱେତ, ପିତ, ରକ୍ତ, ଶ୍ୱେତରକ୍ତାଦି ଭେଦରେ ମନ୍ଦାର ଫୁଲ ନାନା ପ୍ରକାରର ହୁଏ।]
- ସଂ. ବି — ଧଳା ଅରଖ ଗଛ (ବିଶ୍ୱକୋଷ) — The white flowered variety of Calotropis Gigantea plant