ଶ୍ୱେତ ବୃହତୀ Ṡweta bṛuhatī
- ସଂ. ବି — ଧଳା ବାଇଗଣ — White egg- plant or brinjal
- ସଂ. ବି — ଲଟା— ବେଏଁକୋଳି; ଧଳା ପୁଷ୍ପବିଶିଷ୍ଟ ବେଏଙ୍କୋଳି — A thorny creeper; white-flowered Solanum Indicum
- ସଂ. ବି — [ଦ୍ର— ଏହା ରୁଚିକର, ବାତ— ଶ୍ଳେଷ୍ମାନାଶକ ଓ ଅଞ୍ଜନରୂପେ ନେତ୍ର ରୋଗରେ ହିତକର।]