ଶ୍ୱେତ ବୁହ୍ନା Ṡweta buhnā

  • ସଂ. ବି — ଔଷଧିଗୁଳ୍ମ ବିଶେଷ; ବନତିକ୍ତା; ଶ୍ୱେତ ବନବନା — Andrographis Pani- culata
  • ସଂ. ବି — [ଦ୍ର— ଏହା ତିକ୍ତାମ୍ଳ— ରସ, ଅଗ୍ନିଦୀପକ, ରୁଚିକର ଓ ରୋଚକ। ଏହା ବିଷଦୋଷ, ରକ୍ତ— ଦୋଷ, କୃମୀ, କୁଷ୍ଠ ଓ ବାଳ— ରୋଗରେ ଉପକାରୀ।]