ଶ୍ୱେତ ପ୍ରଦର Ṡweta pradara

  • ସଂ. ବି (ବୈଦ୍ଯକ) — ଉତ୍କଟ ସ୍ତ୍ରୀରୋଗ ବିଶେଷ — Leucorrhœa
  • ସଂ. ବି (ବୈଦ୍ଯକ) — (ଦ୍ର— ପ୍ରଦର ଶ୍ୱେତ ରକ୍ତସ୍ରାବ ଭେଦରେ ଦୁଇ ପ୍ରକାର। ଶ୍ୱେତ ପ୍ରଦରରେ ଯୋନି ପଥରେ ଶୁକ୍ଳ ରସ ନିର୍ଗତ ହୁଏ।)