ଶ୍ୱେତ ପିଙ୍ଗ Ṡweta piṇga

  • ସଂ. ବି — ଶୁ଼କ୍ଳ ଓ ପିଙ୍ଗଳବର୍ଣ୍ଣ; ପାଣ୍ଡୁରାରଙ୍ଗ — White and grey mixed colour
  • ସଂ. ବି — ନୀଳ ଓ ଶୁକ୍ଳ ମିଶ୍ରିତ ରଙ୍ଗ — Bluish white colour
  • ସଂ. ବି — (ଦେହ ଶ୍ୱେତ ଓ ଜଟା ପିଙ୍ଗଳ ବିର୍ଣ୍ଣବିଶିଷ୍ଟ) ସିଂହ — The lion
  • ବିଣ. — ନୀଳ ଓ ଶୁକ୍ଳ ମିଶ୍ରିତ — Bluish white