ଶ୍ୱେତ ପଦ୍ମ Ṡweta padma
- ସଂ. ବି — ସିତାମ୍ଭୋଜ; ଧଳା ପାଖୁଡ଼ିଆ ପଦ୍ମଫୁଲ — White-petalled lotus; the white variety of Nelumbium Speciosum
- ସଂ. ବି — [ଦ୍ର— ଏହା ଉପରେ ମହାଲକ୍ଷ୍ମୀ ଓ ସରସ୍ୱତୀ ଦେବୀ ଆସୀନା ଥିବା ପୁରାଣବର୍ଣ୍ଣିତ। ଏହା ହିମ, ତିକ୍ତମଧୁର; ପିତ୍ତଦୋଷ, ଦାହ, ରକ୍ତ ଦୋଷ, ଭ୍ରମ ଓ ପିପାସାନାଶକ।]