ଶ୍ୱେତ ପଦ୍ମାସନା Ṡweta padmāsanā
- ସଂ. ବି. ସ୍ତ୍ରୀ (ବହୁବ୍ରୀହି, ଶ୍ୱେତପଦ୍ମ ଅଟେ ଆସନ ଯାହାଙ୍କର — ଯାହାଙ୍କର ଶ୍ୱେତପଦ୍ମ ଉପରେ ବସିଥିବା ଶାସ୍ତ୍ରାଦିରେ ବର୍ଣ୍ଣିତ — Described in the scriptures as seated on a white lotus)
- ବି. ସ୍ତ୍ରୀ — ସରସ୍ୱତୀ; ଲକ୍ଷ୍ମୀ — The Goddess of learning and the Goddess of good fortune