ଶ୍ୱେତ ପତ୍ର Ṡweta patra
- ସଂ. ବି— (କର୍ମଧା; ଶ୍ୱେତ+ପତ୍ର) — ଧଳା ପତ୍ର — White leaf
- ସଂ. ବି— (କର୍ମଧା; ଶ୍ୱେତ+ପତ୍ର) — ଧଳା ପକ୍ଷ — White wing or whith feather
- ସଂ. ବି— (କର୍ମଧା; ଶ୍ୱେତ+ପତ୍ର) — (ବହୁବ୍ରୀହି; ଶ୍ୱେତ+ପତ୍ର=ପକ୍ଷ ଯାହାର) ହଂସ — The swan
- ସଂ. ବି— (କର୍ମଧା; ଶ୍ୱେତ+ପତ୍ର) — ଶ୍ୱେତ ପଦ୍ମ — The white lotus
- ବିଣ — ଶ୍ୱେତପତ୍ରଯୁକ୍ତ — White leaved
- ବିଣ — ଶ୍ୱେତ ପକ୍ଷବିଶିଷ୍ଟ — White feathered; white-winged