ଶ୍ୱେତ ନୀଳ Ṡweta nīḻa

  • ସଂ. ବିଣ—(ଦ୍ୱନ୍ଦ୍ୱ, ଶ୍ୱେତ+ନୀଳ) — ଧଳା ଓ ନେଳୀ ମିଶ୍ରିତ — Mixed white and blue; bluish; azure
  • ବି. — ଧଳା ଓ ନେଳୀ ମିଶ୍ରିତ ବର୍ଣ୍ଣ — Bluish and azure mixed colour
  • ବି. — ମେଘ — The cloud
  • ବି. — [ଦ୍ର— ଏହିପରି ଶ୍ୱେତ- ପୀତ, ଶ୍ୱେତ ରକ୍ତ, ଶ୍ୱେତ ହରିତ, ଶ୍ୱେତ କୃଷ୍ଣ ଆଦି ଶବ୍ଦ ସେହି ସେହି ରଙ୍ଗର ମିଶ୍ରଣଜାତ ବର୍ଣ୍ଣକୁ ବୁଝାଏ]