ଶ୍ୱେତ ଦୂର୍ବା Ṡweta dūrbā
- ସଂ. ବି — ଧଳା ଦୂବ; ଶୁକ୍ଳ ଦୂର୍ବା (ଯାହାର ପତ୍ର ଧଳା) — The white-leaved variety of Cynodon Dactylon
- ସଂ. ବି — [ଦ୍ର— ଏହା କଷାୟ ମଧୁର ରସ, ରୁଚିକର, କଫ, ପିତ୍ତ ନାଶକ; ଦାହ, ତୃଷ୍ଣା, ବମନ, ଅତିସାର କାଶ, ଆମଦୋଷ, ବ୍ରଣ, ବିସର୍ପ ଓ ରକ୍ତସ୍ରାବରେ ଉପକାରକ।]
- ସଂ. ବି — ବିଘ୍ନେଶାନକାନ୍ତା।