ଶ୍ୱେତ ତୁଳସୀ Ṡweta tuḻasī

  • ସଂ. ବି — ଶୁକ୍ଳ ତୁଳସୀ; ଧଳା ତୁଳସୀ; ଶ୍ୱେତାଭ ପତ୍ର— ବିଶିଷ୍ଟ ତୁଳସୀ ଗୁଳ୍ମ — The white basil Ocantil; ymum Album
  • ସଂ. ବି — [ଦ୍ର— ଶୁକ୍ଳ ଓ କୁଷ୍ଣପତ୍ରଭେଦରେ ତୁଳସୀ ଦୁଇ ପ୍ରକାର; ବନ୍ୟ ଓ ଉଦ୍ୟାନ ଜାତ ଭେଦରେ ତୁଳସୀ ମଧ୍ୟ ଅନେକ ପ୍ରକାର, ଯଥା— ଗନ୍ଧ ତୁଳସୀ।]