ଶ୍ୱେତ ତାମ୍ବୂଳ Ṡweta tāmbūḻa

  • ସଂ. ବି — ଛାଚି ପାନ — The white leaved betel
  • ସଂ. ବି — [ଦ୍ର— ଏହା ରୁଚିକର, ଦୀପନ- କାରୀ, ପାଚକ, କଫ, ବାତନାଶକ ଅଟେ।]