ଶ୍ୱେତ ତଣ୍ଡୁଳ Ṡweta taṇḍuḻa

  • ସଂ. ବି — ଧଳା ଚାଉଳ; ସଫା ଚାଉଳ — White rice
  • ସଂ. ବି — [ଏହାକୁ ସିଦ୍ଧ କରି ଚକଟି ଲୁଗାରେ ଚିପୁଡ଼ି ଏଥିରୁ ମଣ୍ଡ ବାହାର କଲେ ତାହା ମଧୁର ରସ, ଶୀତଳ, ବାୟୁ- ବର୍ଦ୍ଧକ, କିଞ୍ଚିତ୍ ଶ୍ଳେଷ୍ମଜନକ ହୁଏ। ଏହା ମେହ, ଅଶ୍ମରୀ ଓ ଶୋଥ ରୋଗରେ ହିତକର।]