ଶ୍ୱେତ ଚିଲ୍ଲୀ Ṡweta chillī

  • ସଂ. ବି—(ବୈଦ୍ଯକ) — ଭାଗୀରଥିତୀରସ୍ଥ ଦେଶରେ ଜନ୍ମିବା ସାଦା ବା ଧଳା ବଥୁଆ ଶାକବିଶେଷ — A kind of pot herb; Chenopodium Album
  • ସଂ. ବି—(ବୈଦ୍ଯକ) — [ଦ୍ର—ଏହା ମଧୁର ରସ, ଶୀତଳ, କ୍ଷାରଗୁଣଯୁକ୍ତ, ତ୍ରିଦୋଷ— ନାଶକ ଓ ଜ୍ୱର ରୋଗରେ ହିତକର।]