ଶ୍ୱେତ ଗରୁତ୍ Ṡweta garut

  • ସଂ. ବିଣ. (ବହୁବ୍ରୀହି; ଶ୍ୱେତ+ ଗରୁତ୍=ପକ୍ଷ ଯାହାର) — ଶ୍ୱେତପକ୍ଷ ବିଶିଷ୍ଟ — White-feathered
  • ବି (କର୍ମଧା) — ଧଳା ହଂସ — Gander; drake